Nie pozwól, by najlepsze rabaty Cię ominęły – zapisz się do newslettera już teraz!
Darmowa dostawa od 199,00 zł
Sabu Modare Jeebana - Routray Biraja
Super cena

Sabu Modare Jeebana - Routray Biraja

93,12 zł
/ szt.
Najniższa cena z 30 dni przed obniżką: 93,12 zł / szt.0%
Cena regularna: 93,19 zł / szt.-0%
z
Możesz kupić także poprzez:
Produkt dostępny
Produkt dostępny
14 dni na łatwy zwrot
Bezpieczne zakupy

ସତୁରୀ ଅଶି ଦଶକରୁ ଅଦ୍ୟାବଧି ଲେଖାଯାଇଥିବା ପ୍ରମୁଖ ଗାଳ୍ପିକମାନଙ୍କ ଗଳ୍ପରେ ଭିନ୍ନକ୍ଷମତାର ଏକ ସକରାତ୍ମକ ଚିତ୍ର ଆଙ୍କୁଥିବା ଗଳ୍ପଗୁଡ଼ିକ ଚୟନ କରାଯାଇ ଏଥିରେ ସନ୍ନିବେଶିତ କରାଯାଇଛି। ସମୁଦାୟ ଷୋହଳ ଗୋଟି ଗପ ଅକ୍ଷମତାର ଘନକୃଷ୍ଣ ବାଦଲ ଢଙ୍କା ଆକାଶରେ ଝଲକାଏ ବିଜୁଳିର ଚମକ ପରି ନୂଆ ବିଶ୍ୱାସ ସଞ୍ଚାର କରେ। ପ୍ରତିଟି ଗଳ୍ପ ଚରିତ୍ର ଚିତ୍ରଣରେ ସେମାନଙ୍କ ଭିନ୍ନ ସାମର୍ଥ୍ୟର ଏକ ପୃଥକ୍ କାହାଣୀ ଚିତ୍ରାୟିତ କରିଛନ୍ତି। କିଛି ଗପର ଚରିତ୍ର ଶାରୀରିକ ପ୍ରତିବନ୍ଧକତାର ସୀମା ଲଂଘି ପାରିବାପଣର ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ସେହିପରି ମାନସିକ ସ୍ତରରେ ଅଦୃଶ୍ୟ ଭିନ୍ନକ୍ଷମତା ଭୋଗୁଥିବା ଚରିତ୍ରଗୁଡ଼ିକ ମଧ୍ୟ ପରିଶେଷରେ ସେମାନଙ୍କ ଅଭୀପ୍ସିତ ପୂର୍ଣ୍ଣତା ଦିଗରେ ଅଗ୍ରସର ହୋଇଛନ୍ତି। ସକଳ ବିପର୍ଯ୍ୟୟ ଓ ନିୟତିର କ୍ରୂରତା ବିରୁଦ୍ଧରେ ସେମାନଙ୍କ ଅଣଦେଖା ସଂଘର୍ଷଭରା କାହାଣୀ ଶେଷ ମୋଡରେ ସୁଦ୍ଧା ଜୀବନ ପ୍ରତି ଆସ୍ଥା ଓ ଆଶାବାଦ ସଂଚାର କରାଇଥାଏ। ଏକ ନିସ୍ତରଙ୍ଗ ପ୍ରଲମ୍ବିତ ଶୂନ୍ୟତା ମଧ୍ୟରେ ସେମାନଙ୍କ ଅନୁଚ୍ଚାରିତ ଅର୍ଥପୂର୍ଣ୍ଣ ଉପସ୍ଥିତିକୁ ସୂଚାଇଥାଏ। ଭରସା ଦେଇଥାଏ, ଅପୂର୍ଣ୍ଣତାର ଉହାଡରେ ବି ଉଦୟ ଆକାଶର ଆଭା ତା'ର ବର୍ଣ୍ଣିଳ ରଙ୍ଗ ବୁଣିପାରେ...! ଅକ୍ଷମ ଅବୟବ ମଧ୍ୟରେ କୋଟି କୁଟିକାମଭରା ଏକ ସ୍ପନ୍ଦିତ ସଂବେଦୀ ହୃଦୟର ଅବସ୍ଥାନ ହୋଇପାରେ! କିଛି ନାହିଁ ନାହିଁର ସ୍ୱାଦ ବାଢି ଆସୁଥିବା ଗଡ୍‌ଡ଼ଳିକାର ଧାରାରେ ସୁଧି ପାଠକବୃନ୍ଦଙ୍କ ଦୃଷ୍ଟିକୋଣକୁ "ହଁ, କିଛି ଅଛି...'ର ନୂଆ ଆରେଖ ଦେଇପାରେ!



EAN: 9781645606277
Kod produktu
551GZE03527KS
Rok wydania
2024
Strony
180
Oprawa
Miekka
Format
14.0x21.6cm
Redakcja
Routray Biraja
Potrzebujesz pomocy? Masz pytania?Zadaj pytanie a my odpowiemy niezwłocznie, najciekawsze pytania i odpowiedzi publikując dla innych.
Zapytaj o produkt
Jeżeli powyższy opis jest dla Ciebie niewystarczający, prześlij nam swoje pytanie odnośnie tego produktu. Postaramy się odpowiedzieć tak szybko jak tylko będzie to możliwe. Dane są przetwarzane zgodnie z polityką prywatności. Przesyłając je, akceptujesz jej postanowienia.
Napisz swoją opinię
Twoja ocena:
5/5
Dodaj własne zdjęcie produktu:
Zaufane Opinie IdoSell
4.82 / 5.00 11803 opinii
Zaufane Opinie IdoSell
2025-01-20
jest ok.
2025-01-20
Bardzo dziękuję za przesyłkę, przyszła ,gdy tylko wydawnictwo wypuściło książkę , mówiąc szczerze myślałam że będę dłużej czekać.
pixel