Byabaharika Vaidika Ganita (Vedik Mathematics) - Vol 1 - Mishra Dr. Nalinikanta
ମାଧ୍ୟମିକ ପରିଷଦରୁ ଅବସର ଗ୍ରହଣ ପରେ ପାରମ୍ପରିକ ଗଣିତ ଶିକ୍ଷାକୁ ଏକ ନୂତନ ଭାବରେ ରୂପାନ୍ତରିତ କରିବା ତାଙ୍କ କୃତିର ଅନ୍ୟତମ ବିଭାବ । ଏତଦ୍ ବ୍ୟତୀତ ଶିକ୍ଷଣ ଗଣିତଶିକ୍ଷା କ୍ଷେତ୍ରରେ ବିଭିନ୍ନ କୌତୁହଳପ୍ରଦ କୌଶଳ(ଞକ୍ସସମଳଗ୍ଦ)ର ଅବତାରଣା କରି ଡଃ ମିଶ୍ର ବିଦ୍ୟାର୍ଥୀମାନଙ୍କ ପାଇଁ ଗଣିତଶିକ୍ଷାକୁ ସରଳୀକୃତ ଅବସ୍ଥାକୁ ଆଣିବାକୁ ସତତ ଚେଷ୍ଟିତ । ଶିକ୍ଷା, ବିଶେଷ କରି ଗଣିତ ଶିକ୍ଷା ଏକ ଅନ୍ତଃହୀନ ପ୍ରକ୍ରିୟା । ସେସବୁକୁ ଦୃଷ୍ଟିରେ ରଖି ତାଙ୍କର 'ବୈଦିକ ଗଣିତ' ଶିକ୍ଷା କ୍ଷେତ୍ରରେ ଏକ ନୂତନ ପ୍ରତିଶ୍ରୁତି ଏକ ନୂତନ ଦିଗନ୍ତ । ବିଦ୍ୟାର୍ଥୀ ତଥା ଗଣିତ ପ୍ରତି ରୁଚି ରଖିଥିବା ପ୍ରତ୍ୟେକଟି ବ୍ୟକ୍ତି ଏଥିରୁ ନିଶ୍ଚିତ ଭାବରେ ଉପକୃତ ହୋଇପାରିବେ ।
EAN: 9781645605553