Ped Gaarl Frend - Pradhan Ranjan
Ped Gaarl Frend - Pradhan Ranjan
AutorzyPradhan Ranjan
ପେଡ଼୍ ଗାର୍ଲଫ୍ରେଣ୍ଡ୍' ଗାଳ୍ପିକ ରଞ୍ଜନ ପ୍ରଧାନଙ୍କ ଚତୁର୍ଥ ଗଳ୍ପ ସଂକଳନ । ଏଥିରେ ରହିଛି ୧୬ଟି ବଛାବଛା ଗପ । ଏଥିରେ ମୁଖ୍ୟତଃ ଆଧୁନିକ ମଣିଷର ସ୍ଖଳିତ ବସ୍ତୁବାଦୀ ଜୀବନ ଓ ଦର୍ଶନର କଥା ରହିଛି । ପ୍ରେମ, ପ୍ରତାରଣା, ମୋହଭଙ୍ଗ, ଅବସାଦ, ଅସ୍ୱାଭାବିକ ସମ୍ପର୍କ, ଗଭୀର ମନସ୍ତାପ ଓ ଆତ୍ମଦହନ ଏହି ଗପ ସଂକଳନର ମୁଖ୍ୟ ସ୍ୱର । ବିଶେଷକରି ଆଧୁନିକ ସମୟର ସ୍ଖଳିତ ନାରୀ ଚରିତ୍ର ଏଥିରେ ବେଶି ପ୍ରତିଫଳିତ ହୋଇଛି ।
EAN: 9781645601623

Bez ryzyka
14 dni na łatwy zwrot

Szeroki asortyment
ponad milion pozycji

Niskie ceny i rabaty
nawet do 50% każdego dnia
Niepotwierdzona zakupem
Ocena: /5
Marka
Symbol
613GCO03527KS
Kod producenta
9781645601623
Rok wydania
2021
Elementy
206
Oprawa
Miekka
Format
14.0x21.6cm
Autorzy
Pradhan Ranjan

ପେଡ଼୍ ଗାର୍ଲଫ୍ରେଣ୍ଡ୍' ଗାଳ୍ପିକ ରଞ୍ଜନ ପ୍ରଧାନଙ୍କ ଚତୁର୍ଥ ଗଳ୍ପ ସଂକଳନ । ଏଥିରେ ରହିଛି ୧୬ଟି ବଛାବଛା ଗପ । ଏଥିରେ ମୁଖ୍ୟତଃ ଆଧୁନିକ ମଣିଷର ସ୍ଖଳିତ ବସ୍ତୁବାଦୀ ଜୀବନ ଓ ଦର୍ଶନର କଥା ରହିଛି । ପ୍ରେମ, ପ୍ରତାରଣା, ମୋହଭଙ୍ଗ, ଅବସାଦ, ଅସ୍ୱାଭାବିକ ସମ୍ପର୍କ, ଗଭୀର ମନସ୍ତାପ ଓ ଆତ୍ମଦହନ ଏହି ଗପ ସଂକଳନର ମୁଖ୍ୟ ସ୍ୱର । ବିଶେଷକରି ଆଧୁନିକ ସମୟର ସ୍ଖଳିତ ନାରୀ ଚରିତ୍ର ଏଥିରେ ବେଶି ପ୍ରତିଫଳିତ ହୋଇଛି ।
EAN: 9781645601623
Niepotwierdzona zakupem
Ocena: /5
Zapytaj o produkt
Niepotwierdzona zakupem
Ocena: /5
Napisz swoją opinię