Nie pozwól, by najlepsze rabaty Cię ominęły – zapisz się do newslettera już teraz!
Darmowa dostawa od 199,00 zł
Bhagabati Charan Panigrahi Galpa Samagra - Panigrahi Bhagabati Charan

Bhagabati Charan Panigrahi Galpa Samagra - Panigrahi Bhagabati Charan

81,90 zł
/ szt.
Najniższa cena z 30 dni przed obniżką: / szt.
Cena regularna: / szt.
z
Możesz kupić także poprzez:
Produkt dostępny
Produkt dostępny
14 dni na łatwy zwrot
Bezpieczne zakupy

ଓଡ଼ିଶାରେ ପ୍ରଗତିଶୀଳ ଚେତନାର ବିକାଶ ଓ ପ୍ରସାର ପାଇଁ ୧୯୩୫ ମସିହାରେ କେତେଜଣ ଉଦ୍ୟମୀ ଯୁବକଙ୍କ ନେତୃତ୍ୱରେ 'ନବଯୁଗ ସାହିତ୍ୟ ସଂସଦ'ର ଗଠନ କରାଯାଇଥିଲା। କଟକର ଶ୍ରୀରାମଚନ୍ଦ୍ର ଭବନରେ ତା୨୯.୧୧.୧୯୩୫ ରୁ ତା ୪.୧୨.୧୯୩୫ ପର୍ଯ୍ୟନ୍ତ ଦୀର୍ଘ ଛଅଦିନ ଧରି ଏହି ସଂସଦର ପ୍ରାରମ୍ଭିକ ଅଧିବେଶନ ବସିଥିଲା। "ଯଥାର୍ଥତଃ ଦେଖିବାକୁ ଗଲେ ଏଇ ଛଅଦିନିଆ ଉତ୍ସବ ହିଁ ଓଡ଼ିଆ ପ୍ରଗତିଶୀଳ ସାହିତ୍ୟ ସୃଷ୍ଟିର ପ୍ରଥମ ଓ ପ୍ରଧାନ ମୂଳଭିତ୍ତି। ଏହା ପୂର୍ବରୁ ସଚ୍ଚିଦାନନ୍ଦ ରାଉତରାୟଙ୍କ ପରି ହାଇସ୍କୁଲ ଛାତ୍ର 'ଶ୍ରମିକ କବି' ଲେଖିଥାଇପରନ୍ତି; କିମ୍ବା ମାନସିଂହ, କ୍ଷିତୀଶଚନ୍ଦ୍ର ଓ ବୈକୁଣ୍ଠଙ୍କ ପରି ସ୍କୁଲ ଶିକ୍ଷକ ନୂତନ ଚିନ୍ତାକୁ ଆଶ୍ରୟ କରି କବିତା, ପ୍ରବନ୍ଧ ଲେଖି ଥାଇପାରନ୍ତି କିମ୍ବା ଏ ଦେଶର ଅନ୍ୟ କେହି ଏଥିରେ ହାତ ଦେଇ ପାରିଥାନ୍ତି; କିନ୍ତୁ ଏ ସାହିତ୍ୟ ସୃଷ୍ଟି ପାଇଁ 'ନବଯୁଗ ସାହିତ୍ୟ ସସଦ' ପରି କେଉଁଠି ମିଳିତ ବା ଗୋଷ୍ଠିଗତ ଉଦ୍ୟମ ହୋଇନାହିଁ।

ସଂସଦର ମୁଖପତ୍ର ରୂପେ ୧୯୩୬ ମସିହା ମଇ ମାସରେ ପ୍ରକାଶ ପାଇଲା 'ଆଧୁନିକ' ପତ୍ରିକା। ଏହାର ସମ୍ପାଦକ ଥିଲେ ଭଗବତୀଚରଣ ପାଣିଗ୍ରାହୀ। ସମ୍ପାଦକ ଏହାର ପ୍ରଥମ ସଂଖ୍ୟାରେ 'ନିଜ କଥା' ଲେଖି ସ୍ପଷ୍ଟ ଭାବରେ ସୂଚାଇଦେଲେ ଯେ - "ଆଧୁନିକ ଏପରି ଲେଖାର ପୋଷକତା କରିବ, ଯାହା ମାନବର ମନକୁ କର୍ମତତ୍ପର ହେବାପାଇଁ ଚଞ୍ଚଳ କରିବ। ପ୍ରବନ୍ଧ ହେଉ, କବିତା ହେଉ, ଗଳ୍ପ, ଉପନ୍ୟାସ, ନାଟକ ହେଉ, ଯାହା ମାନବକୁ କର୍ମକ୍ଷେତ୍ରକୁ ପ୍ରଧାବିତ କରିବ, ଯାହା କର୍ମର ଉଦ୍ଦୀପନା ମାନବ ମନରେ ଆଣିଦେବ, ସେହିପରି ଲେଖା ବସ୍ତୁତଃ 'ଆଧୁନିକ'ରେ ପ୍ରକାଶ ପାଇବ। ଆରାମଚୌକିରେ ବସି ପଢ଼ିବାଯୋଗ୍ୟ ସୂକ୍ଷ୍ମ ସୌଖିନ ସାହିତ୍ୟ ପାଇଁ 'ଆଧୁନିକ'ରେ ସ୍ଥାନ ପ୍ରଶସ୍ତ ନୁହେଁ।"(



EAN: 9781645606338
Kod produktu
824GZP03527KS
Rok wydania
2024
Strony
92
Oprawa
Miekka
Format
14.0x21.6cm
Redakcja
Sahoo Biswanath
Autorzy
Panigrahi Bhagabati Charan
Potrzebujesz pomocy? Masz pytania?Zadaj pytanie a my odpowiemy niezwłocznie, najciekawsze pytania i odpowiedzi publikując dla innych.
Zapytaj o produkt
Jeżeli powyższy opis jest dla Ciebie niewystarczający, prześlij nam swoje pytanie odnośnie tego produktu. Postaramy się odpowiedzieć tak szybko jak tylko będzie to możliwe. Dane są przetwarzane zgodnie z polityką prywatności. Przesyłając je, akceptujesz jej postanowienia.
Napisz swoją opinię
Twoja ocena:
5/5
Dodaj własne zdjęcie produktu:
Zaufane Opinie IdoSell
4.82 / 5.00 11803 opinii
Zaufane Opinie IdoSell
2025-01-20
Bardzo dziękuję za przesyłkę, przyszła ,gdy tylko wydawnictwo wypuściło książkę , mówiąc szczerze myślałam że będę dłużej czekać.
2025-01-19
Wzorowa transakcja pod każdym względem. Polecam.
pixel