DARMOWA WYSYŁKA od 149 zł do Żabki i wielu innych punktów DPD Pickup!
Zgarnij 15 zł rabatu, płacąc zapisaną kartą w InPost Pay – użyj kodu „BAL'"!
Darmowa dostawa od 149,00 zł
Mo Samaya Mo Sahitya - Das Kishori Charan

Mo Samaya Mo Sahitya - Das Kishori Charan

81,90 zł
/ szt.
Najniższa cena z 30 dni przed obniżką: / szt.
Cena regularna: / szt.
z
Możesz kupić także poprzez:
Produkt dostępny
Produkt dostępny
14 dni na łatwy zwrot
Bezpieczne zakupy

ଅନେକ ମୋତେ ପଚାରୁଛନ୍ତି ମୋର ବୟସ ଦୃଷ୍ଟିରୁ ଯେ ଆପଣ ଗୋଟିଏ ଆତ୍ମଜୀବନୀ ଲେଖୁଛନ୍ତି ତ? କେବେ ଲେଖିବେ? ମୁଁ ତା'ର ଠିକଣା ଉତ୍ତର ଦେଇ ପାରେ ନାହିଁ। ନିଜକୁ ନିଊନ କରି ହୁଏ ନାହିଁ, ଯେ ମୋର ବ୍ୟକ୍ତିଗତ ଜୀବନ ଆତ୍ମଜୀବନୀର ଯୋଗ୍ୟ ନୁହେଁ। ଯାହା ହେଉ ଏବେ ଜଣେ ପାଶ୍ଚାତ୍ୟ ଲେଖକ Jorge Louis Borges (୧୮୯୯-୧୯୮୬) ଙ୍କର ଛୋଟ ଲେଖାଟିଏ "Borges and I" ମୋ ଆଖିରେ ପଡ଼ିଲା, ଏବଂ ମୋତେ ସମଦୁଃଖୀଟିଏ ପାଇଲା ପରି ମନେ ହେଲା। ଏବଂ ସେଇ ମୋତେ ଭାଷା ଯୋଗାଇ ଦେଲେ ମୋର ନ୍ୟୂନତାବୋଧକୁ ମର୍ଯ୍ୟାଦା ଦେବା ପାଇଁ। ଧନ୍ୟବାଦ। ତାଙ୍କରି ଲେଖାର ଓଡ଼ିଆ ରୂପାନ୍ତର, ହେଲେ ମୋ ନିଜକୁ ନେଇ- "ମୁଁ ଏବଂ କିଶୋରୀଚରଣ।"

ତେବେ ଏଇ ସଙ୍କଳନର ଗୋଟିଏ ବିଶେଷତ୍ୱ ହେଉଛି ଏଇ ଯେ ଏଥିରେ ଥିବା ଅଧିକାଂଶ ଲେଖା ଆତ୍ମକଥନ ମୂଳକ। ଗୋଟିଏ ତ ପ୍ରତ୍ୟକ୍ଷ ଭାବରେ ମୋ ଜୀବନର କ୍ରମିକ ଅନୁଭୂତିରେ ରଞ୍ଜିତ-"ମୋ ସମୟ, ମୋ ସାହିତ୍ୟ"। ଏଇ ଲେଖାଟି ୧୯୯୫ରେ ଫ୍ରେଣ୍ଡ୍‌ସ୍ ପବ୍ଲିସର୍ସଙ୍କ ଦ୍ୱାରା ପ୍ରକାଶିତ "ଲେଖକର ଦୁଃଖ" ସଙ୍କଳନରେ ସ୍ଥାନିତ ହୋଇଥିଲା। କିନ୍ତୁ ଏଥିରେ ଆତ୍ମଜୀବନୀର ଛାପ ଏତେ ବେଶୀ ଯେ ଏହା ମଧ୍ୟ ଉପରୋକ୍ତ ପ୍ରଶ୍ନକୁ କିଛି ଉତ୍ତର ଯୋଗାଇବ ବୋଲି ମୋର ମନେ ହେଲା। ସେହେତୁ ତା'କୁ ପୁଣି ଥରେ ଏଇ ସଂକଳନକୁ ଆଣିଛି, ଏବଂ ଶୀର୍ଷରେ ରଖିଛି।

ଅନ୍ୟ ସମସ୍ତ ଲେଖା ମଧ୍ୟ କେଉଁ ବନ୍ଧୁ କିମ୍ବା ସଭାସମିତିର 'ବନ୍ଧୁଗଣ'ଙ୍କ ପ୍ରତି ମୋର ଆତ୍ମିକ ନିବେଦନ, ଅଥବା କୌଣସି ପତ୍ରପତ୍ରିକାର ପ୍ରବନ୍ଧବିଭାଗରେ ଗୃହୀତ ହେଲେ ମଧ୍ୟ ମୋ ନିଜର ଜୀବନାଭୂତିରୁ ପ୍ରସ୍ତୁତ ଅଭିବ୍ୟକ୍ତିରେ ଭାରୀ। ମୁଁ ତା'ର ଉପଲକ୍ଷ୍ୟ ବିଶେଷର ସଂକ୍ଷିପ୍ତ ସୂଚନା ଦେଇଛି, ପ୍ରତ୍ୟେକ ଲେଖାର ଶେଷରେ, ଯଦିଓ ଉପଲକ୍ଷ୍ୟ ପରିସ୍ଫୁଟ ହୋଇ ଉଠିଛି ଅନେକ ଲେଖାରେ।

ଆତ୍ମଜୀବନୀ ଲେଖିବାକୁ ମାଡ଼ିପଡୁଛି ସିନା, ବର୍ଷୀୟାନ୍ ବାପାମଉସାଙ୍କୁ ଯେଉଁ ସ୍ୱାଧୀନତା ଦିଆଯାଏ ଆମ ସମାଜରେ, ତାଙ୍କ ନିଜ ବିଷୟରେ ଏଣୁ ତେଣୁ ଗପିବା ପାଇଁ, ମୁଁ ସେଥିରୁ ବଞ୍ଚିତ ହେବି କାହିଁକି?



EAN: 9781645606253
Kod produktu
943GZC03527KS
Rok wydania
2024
Strony
92
Oprawa
Miekka
Format
14.0x21.6cm
Autorzy
Das Kishori Charan
Potrzebujesz pomocy? Masz pytania?Zadaj pytanie a my odpowiemy niezwłocznie, najciekawsze pytania i odpowiedzi publikując dla innych.
Zapytaj o produkt
Jeżeli powyższy opis jest dla Ciebie niewystarczający, prześlij nam swoje pytanie odnośnie tego produktu. Postaramy się odpowiedzieć tak szybko jak tylko będzie to możliwe. Dane są przetwarzane zgodnie z polityką prywatności. Przesyłając je, akceptujesz jej postanowienia.
Napisz swoją opinię
Twoja ocena:
5/5
Dodaj własne zdjęcie produktu:
Zaufane Opinie IdoSell
4.82 / 5.00 12034 opinii
Zaufane Opinie IdoSell
2025-02-21
Bardzo szybka, sprawnie i profesjonalnie wykonana usługa. Polecam serdecznie, nie wspominając o świetnej cenie.
2025-02-21
Sprzedawca bardzo solidny. Zamówienie zrealizował szybko, fachowo i bez jakichkolwiek problemów. Zachwalam i zachęcam do korzystania bez zastanowienia z Jego usług.
pixel