Nie pozwól, by najlepsze rabaty Cię ominęły – zapisz się do newslettera już teraz!
Darmowa dostawa od 199,00 zł
Unabinsha Shatabdi O Fakir Mohan - Sena Sarbeswar

Unabinsha Shatabdi O Fakir Mohan - Sena Sarbeswar

82,86 zł
/ szt.
Najniższa cena z 30 dni przed obniżką: / szt.
Cena regularna: / szt.
z
Możesz kupić także poprzez:
Produkt dostępny
Produkt dostępny
14 dni na łatwy zwrot
Bezpieczne zakupy

ଗଦ୍ୟ ସାହିତ୍ୟ-ସମ୍ରାଟ ଫକୀରମୋହନ ସେନାପତି (୧୮୪୩-୧୯୧୮)। ତାଙ୍କ ବାଲ୍ୟଜୀବନ ସଂଘର୍ଷପୂର୍ଣ୍ଣ। କେବେ ଅଝାଲ ସିଲେଇ, ଜାହାଜାତି କାରବାର ତ ଗୁମାସ୍ତାଙ୍କର ମେଟ୍‌। ପରେ ସ୍କୁଲ ମାଷ୍ଟ୍ରେ। ଶେଷରେ ଦେବାନ, ଆଡ଼ମିନିଷ୍ଟ୍ରେଟ୍‌ର। ଓଡ଼ିଆ ଜନଜୀବନ ସହ ସେ ଓତପ୍ରୋତ ଭାବେ ସଂଶ୍ଳିଷ୍ଟ। ଜୀବନକୁ ଦେଖିଲେ ଖୁବ୍ ନିକଟରୁ। ଜନତାର ହା-ହୁତାଶା, ବ୍ୟଥା-ବେଦନା, ସାମାଜିକ ଦୁଃସ୍ଥିତି ଆଦି ନାନା ଘଟଣା; ମ୍ରିୟମାଣ ଫକୀରମୋହନ। ଦ୍ରଷ୍ଟା ଫକୀରମୋହନ ହେଲେ ସ୍ରଷ୍ଟା ଫକୀର ମୋହନ। ତଟସ୍ଥ ଭାବେ ଆଙ୍କି ଚାଲିଲେ ଜନତାଙ୍କ ସୁଖ, ଦୁଃଖ, ହାନି, ଲାଭ, ସଂଗ୍ରାମ ସଂଘାତ କଥା। ସାହିତ୍ୟର ବିଭିନ୍ନ ବିଭାରେ ଲେଖନୀ ଚାଳନା କଲେ। କାବ୍ୟ, କବିତା, ସ୍କୁଲ ପାଠପଢ଼ା ବହି ଲେଖିଲେ। ମନ ମାନିଲାନି। ଗଦ୍ୟକୁ ଆପଣେଇ ନେଲେ। ଲେଖିଲେ ଚାରୋଟି ଉପନ୍ୟାସ - (୧) ଛ'ମାଣ ଆଠଗୁଣ୍ଠ, (୨) ମାମୁ, (୩) ଲଛମା, (୪) ପ୍ରାୟଶ୍ଚିତ। ତାଙ୍କ ଲେଖନୀରୁ ଜନ୍ମନେଲା କୋଡ଼ିଏଟି କ୍ଷୁଦ୍ରଗଳ୍ପ। କେହି କେହି ସମାଲୋଚକ ଭିନ୍ନ ମତ ପୋଷଣ କରନ୍ତି। 'ଲଛମନିଆ' ତାଙ୍କର ପ୍ରଥମ କ୍ଷୁଦ୍ର ଗଳ୍ପ ବୋଲି କହନ୍ତି; ମାତ୍ର ଏହା ପଛରେ କୌଣସି ବଳିଷ୍ଠ ଯୁକ୍ତି ନ ଥିଲା ପରି ମନେହୁଏ।

କଥାସମ୍ରାଟ ଫକୀରମୋହନଙ୍କ ଗଳ୍ପ ସମଗ୍ର ଉପରେ ଆଧାରିତ ତାଙ୍କ ପ୍ରବନ୍ଧ ସଂକଳନ 'ଊନବିଂଶ ଶତାବ୍ଦୀ ଓ ଫକୀରମୋହନ' ଏକ ସ୍ୱତନ୍ତ୍ର ସ୍ୱାଦର ଶିଳ୍ପଚାତୁର୍ଯ୍ୟ। ପୁସ୍ତକଟି ସମାଲୋଚନା ସାହିତ୍ୟର ଏକ ଭିନ୍ନ ଦିଗନ୍ତକୁ ଉନ୍ମୋଚନ କରିବ - ଏହା ନିଃସନ୍ଦେହ।

'ଊନବିଂଶ ଶତାବ୍ଦୀ ଓ ଫକୀରମୋହନ' ଏକ ସ୍ୱତନ୍ତ୍ର ସ୍ୱାଦର ସମାଲୋଚନା ପୁସ୍ତକ; ଗୁଣଗ୍ରାହୀ ପାଠକଙ୍କୁ ଆକର୍ଷଣ କରିବ ନିଶ୍ଚୟ।




EAN: 9781645605713
Kod produktu
604GTX03527KS
Rok wydania
2024
Strony
124
Oprawa
Miekka
Format
14.0x21.6cm
Autorzy
Sena Sarbeswar
Potrzebujesz pomocy? Masz pytania?Zadaj pytanie a my odpowiemy niezwłocznie, najciekawsze pytania i odpowiedzi publikując dla innych.
Zapytaj o produkt
Jeżeli powyższy opis jest dla Ciebie niewystarczający, prześlij nam swoje pytanie odnośnie tego produktu. Postaramy się odpowiedzieć tak szybko jak tylko będzie to możliwe. Dane są przetwarzane zgodnie z polityką prywatności. Przesyłając je, akceptujesz jej postanowienia.
Napisz swoją opinię
Twoja ocena:
5/5
Dodaj własne zdjęcie produktu:
Zaufane Opinie IdoSell
4.82 / 5.00 11803 opinii
Zaufane Opinie IdoSell
2025-01-20
Wszystko na najwyższym poziomie
2025-01-20
Dostawa ekspresowa , wszystko na najwyższym poziomie . Pozdrawiam serdecznie
pixel