📦Darmowa dostawa od 69 zł - do Żabki oraz automatów i punktów GLS! Przy mniejszych zamówieniach zapłacisz jedynie 4,99 zł!🚚
Darmowa dostawa od 69,00 zł
Sua Muhanra Patara O Anyanya Galpa - Kar Pranabandhu

Sua Muhanra Patara O Anyanya Galpa - Kar Pranabandhu

ପ୍ରାଣବନ୍ଧୁ କର ଏକାଧାରରେ ଥିଲେ ଜଣେ ସଫଳ, ଆଦୃତ ଓ ଯଶସ୍ୱୀ ଗାଳ୍ପିକ ଓ ନାଟ୍ୟକାର । ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ଆଧୁନିକ ଓଡ଼ିଆ ଗଳ୍ପଧାରାକୁ ଯେଉଁମାନେ ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି ସେମାନଙ୍କ ଭିତରୁ ସେ ହେଲେ ଅନ୍ୟତମ । ତାଙ୍କର ଗଳ୍ପଗୁଡ଼ିକ ବୈଚିତ୍ର‌୍ୟପୂର୍ଣ୍ଣ, ବାସ୍ତବବାଦୀ, ଆଧୁନିକ ଓ ମନସ୍ତାତ୍ତ୍ୱିକ ବିଶ୍ଳେଷଣରେ ଭରପୂର । ଭାଷା ଓ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ସ୍ୱାଭାବିକ, ସାବଲୀଳ ଓ ନାଟକୀୟ । ଅଧ୍ୟାପନା ବୃତ୍ତି ହେତୁ ସେ ସମାଜ, ପାରିପାଶ୍ୱିର୍କ ପରିବେଶ ଓ ସ୍ୱାଧୀନତା ପରେ ଦେଶର ପରିବର୍ତ୍ତନକୁ ଅତ୍ୟନ୍ତ ନିଖୁଣ ଭାବେ ନିରେଖି ତାଙ୍କ ସାହିତ୍ୟ ସୃଷ୍ଟି କରୁଥିଲେ । ସମକାଳୀନ ସମାଜର ଜୀବନ, ସଂଘର୍ଷ, ସୁଖ-ଦୁଃଖ, ଆଶା ଓ ନିରାଶା ଉପରେ ତାଙ୍କ ଗଳ୍ପଗୁଡ଼ିକ ମୁଖ୍ୟତଃ ଆଧାରିତ । ସେଗୁଡ଼ିକ ମଧ୍ୟରେ ଖୁବ୍ ସୁନ୍ଦର ଭାବେ ପ୍ରସ୍ଫୁଟିତ ପ୍ରେମ, ଉପେକ୍ଷିତ ବର୍ଗର ଉତ୍ପୀଡ଼ନ, ଶୋଷିତ ଆଦିବାସୀଙ୍କର ମର୍ମବେଦନା, ସେମାନଙ୍କର ପ୍ରତିବାଦ ଓ ସାଲିସବିହୀନ ସଂଗ୍ରାମ ପ୍ରତିଫଳିତ ହୋଇଛି । ଏସବୁରୁ ବାରି ହୋଇପଡ଼େ ପ୍ରାଣବନ୍ଧୁଙ୍କ ସାମ୍ୟବାଦ ବିଚାରଧାରା ଓ ଅନ୍ୟାୟ ବିରୋଧରେ ସ୍ୱର ।

              ପ୍ରାଣବନ୍ଧୁ ନ ଥିଲେ ବହୁପ୍ରସୂ । ଦୀର୍ଘ ସାତ ଦଶନ୍ଧିର ସାହିତ୍ୟ ସାଧନାରେ ସେ ସୃଷ୍ଟି କରିଥିଲେ ମୋଟ ୫୨ଟି ଗପ । ତାଙ୍କ ସ୍ୱୀକାରୋକ୍ତି ଅନୁଯାୟୀ, ପତ୍ରପତ୍ରିକାର ସମ୍ପାଦକ ବା ଛାତ୍ରଛାତ୍ରୀଙ୍କ ବିନା ଚାପରେ ତାଙ୍କର କଲମ ଚାଲୁ ନ ଥିଲା । ସେ ନିଜର ପ୍ରଚାର ଓ ପ୍ରସାରକୁ ପସନ୍ଦ କରୁ ନ ଥିଲେ ।

              ଓଡ଼ିଆ ଗଳ୍ପ ସାହିତ୍ୟର ଏହି ମହାମନିଷୀଙ୍କ ଲୋକପ୍ରିୟ ଗଳ୍ପସବୁକୁ ଏକାଠି କରି ବିଶ୍ୱର କୋଣଅନୁକୋଣରେ ଥିବା ଓଡ଼ିଆ ସାହିତ୍ୟପ୍ରେମୀଙ୍କ ନିକଟରେ ପହଞ୍ଚାଇବା ହେଲା ଏହି ସଂକଳନର ଉଦ୍ଦେଶ୍ୟ । ଆଶା, ପାଠକମାନେ ଏହାକୁ ଆଦରର ସହିତ ଗ୍ରହଣ କରିବେ ।



EAN: 9781645604778
Symbol
822GKS03527KS
Rok wydania
2023
Elementy
316
Oprawa
Miekka
Format
14.0x21.6cm
Więcej szczegółów
Bez ryzyka
14 dni na łatwy zwrot
Szeroki asortyment
ponad milion pozycji
Niskie ceny i rabaty
nawet do 50% każdego dnia
105,47 zł
/ szt.
Najniższa cena z 30 dni przed obniżką: / szt.
Cena regularna: / szt.
Możesz kupić także poprzez:
Do darmowej dostawy brakuje69,00 zł
Najtańsza dostawa 0,00 złWięcej
14 dni na łatwy zwrot
Bezpieczne zakupy
Kup teraz i zapłać za 30 dni jeżeli nie zwrócisz
Kup teraz, zapłać później - 4 kroki
Przy wyborze formy płatności, wybierz PayPo.PayPo - kup teraz, zapłać za 30 dni
PayPo opłaci twój rachunek w sklepie.
Na stronie PayPo sprawdź swoje dane i podaj pesel.
Po otrzymaniu zakupów decydujesz co ci pasuje, a co nie. Możesz zwrócić część albo całość zamówienia - wtedy zmniejszy się też kwota do zapłaty PayPo.
W ciągu 30 dni od zakupu płacisz PayPo za swoje zakupy bez żadnych dodatkowych kosztów. Jeśli chcesz, rozkładasz swoją płatność na raty.
Ten produkt nie jest dostępny w sklepie stacjonarnym
Symbol
822GKS03527KS
Kod producenta
9781645604778
Rok wydania
2023
Elementy
316
Oprawa
Miekka
Format
14.0x21.6cm
Autorzy
Kar Pranabandhu

ପ୍ରାଣବନ୍ଧୁ କର ଏକାଧାରରେ ଥିଲେ ଜଣେ ସଫଳ, ଆଦୃତ ଓ ଯଶସ୍ୱୀ ଗାଳ୍ପିକ ଓ ନାଟ୍ୟକାର । ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ଆଧୁନିକ ଓଡ଼ିଆ ଗଳ୍ପଧାରାକୁ ଯେଉଁମାନେ ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି ସେମାନଙ୍କ ଭିତରୁ ସେ ହେଲେ ଅନ୍ୟତମ । ତାଙ୍କର ଗଳ୍ପଗୁଡ଼ିକ ବୈଚିତ୍ର‌୍ୟପୂର୍ଣ୍ଣ, ବାସ୍ତବବାଦୀ, ଆଧୁନିକ ଓ ମନସ୍ତାତ୍ତ୍ୱିକ ବିଶ୍ଳେଷଣରେ ଭରପୂର । ଭାଷା ଓ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ସ୍ୱାଭାବିକ, ସାବଲୀଳ ଓ ନାଟକୀୟ । ଅଧ୍ୟାପନା ବୃତ୍ତି ହେତୁ ସେ ସମାଜ, ପାରିପାଶ୍ୱିର୍କ ପରିବେଶ ଓ ସ୍ୱାଧୀନତା ପରେ ଦେଶର ପରିବର୍ତ୍ତନକୁ ଅତ୍ୟନ୍ତ ନିଖୁଣ ଭାବେ ନିରେଖି ତାଙ୍କ ସାହିତ୍ୟ ସୃଷ୍ଟି କରୁଥିଲେ । ସମକାଳୀନ ସମାଜର ଜୀବନ, ସଂଘର୍ଷ, ସୁଖ-ଦୁଃଖ, ଆଶା ଓ ନିରାଶା ଉପରେ ତାଙ୍କ ଗଳ୍ପଗୁଡ଼ିକ ମୁଖ୍ୟତଃ ଆଧାରିତ । ସେଗୁଡ଼ିକ ମଧ୍ୟରେ ଖୁବ୍ ସୁନ୍ଦର ଭାବେ ପ୍ରସ୍ଫୁଟିତ ପ୍ରେମ, ଉପେକ୍ଷିତ ବର୍ଗର ଉତ୍ପୀଡ଼ନ, ଶୋଷିତ ଆଦିବାସୀଙ୍କର ମର୍ମବେଦନା, ସେମାନଙ୍କର ପ୍ରତିବାଦ ଓ ସାଲିସବିହୀନ ସଂଗ୍ରାମ ପ୍ରତିଫଳିତ ହୋଇଛି । ଏସବୁରୁ ବାରି ହୋଇପଡ଼େ ପ୍ରାଣବନ୍ଧୁଙ୍କ ସାମ୍ୟବାଦ ବିଚାରଧାରା ଓ ଅନ୍ୟାୟ ବିରୋଧରେ ସ୍ୱର ।

              ପ୍ରାଣବନ୍ଧୁ ନ ଥିଲେ ବହୁପ୍ରସୂ । ଦୀର୍ଘ ସାତ ଦଶନ୍ଧିର ସାହିତ୍ୟ ସାଧନାରେ ସେ ସୃଷ୍ଟି କରିଥିଲେ ମୋଟ ୫୨ଟି ଗପ । ତାଙ୍କ ସ୍ୱୀକାରୋକ୍ତି ଅନୁଯାୟୀ, ପତ୍ରପତ୍ରିକାର ସମ୍ପାଦକ ବା ଛାତ୍ରଛାତ୍ରୀଙ୍କ ବିନା ଚାପରେ ତାଙ୍କର କଲମ ଚାଲୁ ନ ଥିଲା । ସେ ନିଜର ପ୍ରଚାର ଓ ପ୍ରସାରକୁ ପସନ୍ଦ କରୁ ନ ଥିଲେ ।

              ଓଡ଼ିଆ ଗଳ୍ପ ସାହିତ୍ୟର ଏହି ମହାମନିଷୀଙ୍କ ଲୋକପ୍ରିୟ ଗଳ୍ପସବୁକୁ ଏକାଠି କରି ବିଶ୍ୱର କୋଣଅନୁକୋଣରେ ଥିବା ଓଡ଼ିଆ ସାହିତ୍ୟପ୍ରେମୀଙ୍କ ନିକଟରେ ପହଞ୍ଚାଇବା ହେଲା ଏହି ସଂକଳନର ଉଦ୍ଦେଶ୍ୟ । ଆଶା, ପାଠକମାନେ ଏହାକୁ ଆଦରର ସହିତ ଗ୍ରହଣ କରିବେ ।



EAN: 9781645604778
Potrzebujesz pomocy? Masz pytania?Zadaj pytanie a my odpowiemy niezwłocznie, najciekawsze pytania i odpowiedzi publikując dla innych.
Zapytaj o produkt
Jeżeli powyższy opis jest dla Ciebie niewystarczający, prześlij nam swoje pytanie odnośnie tego produktu. Postaramy się odpowiedzieć tak szybko jak tylko będzie to możliwe. Dane są przetwarzane zgodnie z polityką prywatności. Przesyłając je, akceptujesz jej postanowienia.
Napisz swoją opinię
Twoja ocena:
5/5
Dodaj własne zdjęcie produktu:
Prawdziwe opinie klientów
4.8 / 5.0 13715 opinii
pixel