Nie pozwól, by najlepsze rabaty Cię ominęły – zapisz się do newslettera już teraz!
Darmowa dostawa od 199,00 zł
Rati Jagualira Daka - Sahu Sharmistha

Rati Jagualira Daka - Sahu Sharmistha

82,71 zł
/ szt.
Najniższa cena z 30 dni przed obniżką: / szt.
Cena regularna: / szt.
z
Możesz kupić także poprzez:
Produkt dostępny
Produkt dostępny
14 dni na łatwy zwrot
Bezpieczne zakupy

In the preface of the book the poet says, "ହଁ ରାତି ଅସ୍ଥିର କରେ ମୋତେ ଅନିଶ୍ଚିତତା ପାଇଁ । ରାତି ଅଣନିଃଶ୍ୱାସୀ କରେ ଆଶଙ୍କା ଗୁଡ଼ିକ ପାଇଁ । ଏତେବେଳେ ଲାଗେ ରାତି କହିଲେ କେବଳ ଅନ୍ଧାର ଓ ଅନ୍ଧାରକୁ ଅନ୍ଧାର ଛଡ଼ା ଅନ୍ୟ କେଉଁ ନାଆଁ ଦେଇ ହେବନି । କବି ରାଜେନ୍ଦ୍ର କିଶୋର ପଣ୍ଡା କିନ୍ତୁ କହନ୍ତି-- "ଅନ୍ଧାର କଣ ଯେ.. ନିଡହକ କଳା ଆଲୁଅ/ଯେଉଁଠି ନିଜ ପର ବଡ଼ ସାନ /ପାତର ଅନ୍ତର ନାହିଁ ।' ଏଇଠି ରାତିର ଉଦାରତା ପୁଣି ଥରେ ଆଦର ପାଏ ।ସମସ୍ତ ଅସାମର୍ଥ୍ୟ, କ୍ଷୋଭ, ପାପବୋଧ,ଅପୂର୍ଣତାର କଷ୍ଟ, ସମସ୍ତ ଉଚ୍ଚାରିତ, ଅନୁଚ୍ଚାରିତ ଶବ୍ଦ ଓ ଖଣ୍ଡିତ କବିତା, ସବୁକିଛି ଅର୍ଥପୂର୍ଣ୍ଣ ମନେହୁଏ ରାତିର ଆଖିରେ ।ଦୁଃଖରୁ ପଳାୟନ କରିବାକୁ ପଡେ ନାହିଁ । ରାତି ସହଚର ହୋଇ ଦୁଃଖମାନଙ୍କ ପାଖେ ପାଖେ ଚାଲେ । ଦୁଃଖକୁ ସୁଖପରି ଭୋଗିବାର ଉପାୟ ବତାଏ । ମୁଁ ଆଉ ପ୍ରାର୍ଥନା କରେନା 'ତମସୋ ମା ଜ୍ୟୋତିର୍ଗମୟ' । ଏଇ ତମସା ତ କବିତାକୁ କବିତ୍ୱ ଦେବାର ସର୍ବୋତ୍କୃଷ୍ଟ ପଥ । ଜୀବନକୁ ଉପଲବ୍ଧି କରିବାର ବିଶ୍ୱସନୀୟ ମାଧ୍ୟମ । ମୁଁ କ୍ରମଶଃ ବୁଝିଯାଏ ରାତି ସତରେ ଅନେକ ନିଃଶ୍ୱାସ ପ୍ରଶ୍ୱାସର ସମଷ୍ଟି, ଆକାଶ ଓ ପୃଥିବୀର ମେଳଣ ଭୂମି ।

ରାତିର ନାନାବିଧ ରୂପ ଓ ଭାବରେ ଅନେକ ପ୍ରକାରେ ପ୍ରଭାବିତ ହୋଇଛି ମୋର ଲେଖନୀ । ଏବଂ ମୋର ଅଧିକାଂଶ କବିତାର ଭୂମିଷ୍ଠ ହେବାର ସମୟ ବି ରାତିର ମଧ୍ୟ ପ୍ରହର । ମୋତେ ଲାଗେ ରାତିରେ ହିଁ ମୁଁ ଜନ୍ମନିଏ ଓ ରାତିରେ ମରେ ।ଦିନବେଳ ତ ସଂସାର ପାଇଁ ଅଭିନୟର ବେଳ ।

ମୋର ଏଇ ଚତୁର୍ଥ କବିତା ସଙ୍କଳନର ନାମ "ରାତି ଜଗୁଆଳିର ଡାକ' ।ସେ ଜଣକ ରାତିକୁ ଜଗେ ନା ଅନ୍ଧାରକୁ ମୁଁ ଜାଣେନାହିଁ । ସେ ଜଣକ କିଏ ମୁଁ ଚିହ୍ନିନାହିଁ।।ତାର ବେଶଭୂଷା କେମିତି ମୁଁ ଦେଖିନାହିଁ । କିନ୍ତୁ ତାର ଡାକ ଶୁଭେ ଦୂରରୁ, ପାଖରୁ, ଭିତରୁ ବାହାରୁ । ରାତିକୁ ସତର୍କ କରେ, ରାତିକୁ ଲୋଡ଼େ ସେ । ରାତିକୁ ରାତିର ମର୍ଯ୍ୟାଦା ଓ ଗାମ୍ଭୀର୍ଯ୍ୟ ଦିଏ ତାର ଡାକ । ଜୀବନ ବି ରାତିଭଳି ସକଳ ବିଡମ୍ବନା ସତ୍ତ୍ୱେ ଜୀବନ ଭଳି ହିଁ ବାସେ, ଆଶ୍ୱସ୍ତ ହୁଏ ରାତି ଜଗୁଆଳିର ଡାକରେ ।

ଆଶା କରୁଛି ଆଦର ମିଳିବ "ରାତି ଜଗୁଆଳିର ଡାକ'କୁ ।"



EAN: 9781645601463
Kod produktu
042GCM03527KS
Rok wydania
2021
Elementy
134
Oprawa
Miekka
Format
14.0x21.6cm
Autorzy
Sahu Sharmistha
Potrzebujesz pomocy? Masz pytania?Zadaj pytanie a my odpowiemy niezwłocznie, najciekawsze pytania i odpowiedzi publikując dla innych.
Zapytaj o produkt
Jeżeli powyższy opis jest dla Ciebie niewystarczający, prześlij nam swoje pytanie odnośnie tego produktu. Postaramy się odpowiedzieć tak szybko jak tylko będzie to możliwe. Dane są przetwarzane zgodnie z polityką prywatności. Przesyłając je, akceptujesz jej postanowienia.
Napisz swoją opinię
Twoja ocena:
5/5
Dodaj własne zdjęcie produktu:
Zaufane Opinie IdoSell
4.82 / 5.00 11803 opinii
Zaufane Opinie IdoSell
2025-01-20
Dostawa ekspresowa , wszystko na najwyższym poziomie . Pozdrawiam serdecznie
2025-01-20
Wszystko sprawnie i szybko.Przesylka dotarła po 2 dniach od zamówienia.Polecam księgarnie Matfel.
pixel